Browsing Tag

water is flowing on the road

ବର୍ଷା ହେଲେ ଜଟଣୀ ସହର ବେହାଲ୍: ଡ୍ରେନରେ ନୁହେଁ ରାସ୍ତାରେ ଯାଉଛି ପାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଓ ବ୍ୟବସାୟୀ ପେଣ୍ଠସ୍ଥଳ ଜଟଣୀ ସହର। ବର୍ଷା ହେଲେ ଏଠାକାର ଲୋକେ ପାଣିରେ ଯାତାୟତ କରିବା ସହ ନାନାଦି ସମସ୍ୟା ଦେଇ ଗତି କରିଥାନ୍ତି । ବର୍ଷା ହେଲା ମାତ୍ରେ ପୈାରପରିଷଦରେ ଥିବା ପ୍ରମୁଖ ରାସ୍ତା ପାଣିରେ ଉବୁଟୁବୁ ହୁଏ । କାରଣ ପାଣି ଡ୍ରେନରେ ଯାଇନଥାଏ…