Browsing Tag

water wastage

ଏଣିକି ଜଳ ଅପଚୟ କଲେ ମିଳିବ କଠୋର ଦଣ୍ଡ, ଜେଲ ରହଣି ସହ ଭରିବାକୁ ପଡିବ ଜୋରିମାନା

ପୃଥିବୀ ପୃଷ୍ଠରୁ ଜଳସ୍ତର ଧୀରେ ଧୀରେ କମି କମି ଯାଉଛି । ଏକ ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ବେଳକୁ ପୃଥିବୀ ହୁଏତ ସମ୍ପୂର୍ଣ୍ଣ ରୂପେ ଜଳ ଶୁନ୍ୟ ହୋଇଯିବ । ତେଣୁ ବେଳ ଥାଉଁ ଥାଉଁ ସତର୍କ ନ ହେଲେ ହୁଏତ ଆମକୁ ଏକ ଜଳ ଶୁନ୍ୟ ପୃଥିବୀ ଦେଖିବାକୁ ପଡିବ । ତେଣୁ ଆଗୁଆ ସାବଧାନ ହେଇଯିବା ହିଁ…