Below header
Browsing Tag

weather report in nation

ଆଜି ଲଘୁଚାପ ବଳୟ ନେବ ଅବପାତର ରୂପ, ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା

ଭୁବନେଶ୍ବର:ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଲଘୁଚାପ କ୍ଷେତ୍ର । ଆଜି ଲଘୁଚାପ ବଳୟ ନେବ ଅବପାତର ରୂପ । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୨ ତାରିଖ ସୁଦ୍ଧା…

ପ୍ରବଳ ଗ୍ରୀଷ୍ଣଲହରୀରେ ଭାଜି ହେଉଛି ପଶ୍ଚିମ ଓ ଉତ୍ତର ଭାରତ, ସର୍ବୋଚ୍ଚ ତାପମାତ୍ରା ୫୦.୮ଡିଗ୍ରୀ ରେକର୍ଡ

ନୂଆଦିଲ୍ଲୀ : ପ୍ରବଳ ଗ୍ରୀଷ୍ଣଲହରୀରେ ସିଝୁଛି ପଶ୍ଚିମ ଓ ଉତ୍ତର ଭାରତ । ସବୁ ରେକର୍ଡ ଭାଙ୍ଗିଛି ତାତି । ରାଜସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି । ରାଜସ୍ଥାନର ଚୁରୁରେ ସର୍ବୋଚ୍ଚ ତାପମାତ୍ରା ୫୦.୮ଡିଗ୍ରୀ ରେକର୍ଡ କରାଯାଇଛି । ଦେଶର ଅର୍ଦ୍ଧାଧିକ ଅଞ୍ଚଳରେ ଗରମର ପ୍ରକୋପ…