ନିଆଁ ଲାଗି ଜଳିଗଲା ସଜେଇ ହୋଇ ରହିଥିବା ବିବାହ ମଣ୍ଡପ
ମାତ୍ର କିଛି ମୁହୂର୍ତ୍ତ ଭିତରେ ନିଆଁରେ ଜଳିଗଲା ବିବାହ ମଣ୍ଡପ। ବିବାହ ମଣ୍ଡପ ସାଙ୍ଗକୁ ଆଖ ପାଖରେ ଥିବା ଗାଡି ମଟର ମଧ୍ୟ ଜଳି ପୋଡି ପାଉଁଶ ହୋଇଗଲା। ଅତ୍ୟଧିକ ନିଆଁ ଯୋଗୁଁ ଆଖପାଖ ଅଞ୍ଚଳରେ ପ୍ରବଳ ଧୂଆଁ ମଧ୍ୟ ବ୍ୟାପିଯାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…