Below header
Browsing Tag

wedding plan

ସାଉଥ୍‌ ଗୋଆରେ ବିବାହ କରିବେ ରକୁଲ ଓ ଜ୍ୟାକି, ମେହେନ୍ଦୀ ଏବଂ ସଂଗୀତରେ ହେବ ଗ୍ରାଣ୍ଡ ସେଲିବ୍ରେସନ୍‌

ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗନାନୀ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି କପଲ୍‌ ଗୋଆରେ ସବୁଦିନ ପାଇଁ ପରସ୍ପରର ହାତ ଧରିବାକୁ ଯାଉଛନ୍ତି । ତେବେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଦମ୍ପତି ଫେବୃଆରୀ ୨୧ରେ ଗୋଆରେ ବିବାହ କରିବାକୁ ଯାଉଛନ୍ତି । ରକୁଲ ଏବଂ ଜ୍ୟାକିଙ୍କ…

ଜଲଦି ହାତକୁ ଦି ହାତ ହେବେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ, ବିସିସିଆଇ ଦେଲା ସୂଚନା

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଖୁବଶୀଘ୍ର ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ବୁମରାହ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ନିକଟରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ରୁ ଓହରି ଯାଇଥିଲେ। ଏହାକୁ ନେଇ…