‘ସୋସିଆଲ ଡିଷ୍ଟାନସିଙ୍ଗ’ର ଏହି ଗୋଲକୁ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ସୋସିଆଲ ମିଡିଆରେ ଭାଇରଲ…
ପଶ୍ଚିମବଙ୍ଗ ରେଲୱେ ଷ୍ଟେସନରେ ସୋସିଆଲ ଡିଷ୍ଟାନସିଂ ସର୍କଲ(ଗୋଲ) ଏମିତି ଢଙ୍ଗରେ କରାଯାଇଛି, ଯାହାକୁ ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ। ଏହି ସର୍କଲଗୁଡିକର ଫଟୋ ଟୁଇଟରରେ ଭାଇରଲ ହେଉଥିବା ବେଳେ ଲୋକେ ଏହା ଉପରେ ମଜାଦାର ପ୍ରତିକ୍ରିୟା ଦେବା ବି ଆରମ୍ଭ କରିଦେଇଛନ୍ତି। ତେବେ କରୋନାରୁ…