Below header
Browsing Tag

what not eat with tea

ଚା’ ସହିତ କେବେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ସହିବାକୁ ପଡିବ ଅନେକ କ୍ଷତି

ସକାଳ ଓ ସନ୍ଧ୍ୟା ହେଲେ ଲୋକେ ଚା’ ପିଇବାକୁ ବେଶ୍‌ ପସନ୍ଦ କରନ୍ତି। ଆଉ ଲୋକେ ସବୁବେଳେ ଚା’ ସହିତ ବେସନରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ତାହା ପକୁଡି ହେଉ ଅବା ଅନ୍ୟ କୌଣସି ଜିନିଷ। କିନ୍ତୁ ଆପଣଙ୍କର ଏହି ଅଭ୍ୟାସ ଶରୀର ପାଇଁ ଆଦୌ ଠିକ୍‌ ନୁହେଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ…