Below header
Browsing Tag

whatsapp number

Date Of Birth କୁ ଏପରି ବନାନ୍ତୁ ନିଜ ମୋବାଇଲ ନମ୍ବର

ଜିଓ ଆଣିଲା ବଡ଼ ଖୁସି ଖବର। ଯଦି ଆପଣ ନିଜ ମୋବାଇଲ ନମ୍ବରକୁ ଭଲ ପାଉଛନ୍ତି ତେବେ ଏହି କଥାକ ୁ ଧ୍ୟାନରେ ରଖି ଜିଓ ଏକ ନୂଆ ସ୍କିମ ବାହାର କରିଛି। ଆସନ୍ତୁ ଜାଣିବା ଜିଓର ଏହି ନୂଆ ସ୍କିମ ବିଷୟରେ.. ମୋବାଇଲ ନେଟଓ୍ଵାର୍କ ପ୍ରୋଭାଇଡ଼ ଜିଓ ଟେଲିକମ କମ୍ପାନୀ ଏକ ନୂଆ ସ୍କିମ ବାହାର କରିଛି।…

କରୋନା ପାଇଁ ଜାରି ହେଲା Whats app ନମ୍ବର, ମେସେଜ୍‌ କରି ପାଇପାରିବେ ସମସ୍ତ ପ୍ରଶ୍ନର ଉତ୍ତର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଅଫିସିଆଲି ବିଶ୍ୱ ମହାମାରୀ ଘୋଷିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୨୧,୦୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ ମଧ୍ୟ କରୋନାରେ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଣୁ କରୋନାକୁ ନେଇ ସାରା ବିଶ୍ୱରେ ଭୟର…