ଓ୍ଵାଇଫାଇର ପାସଓ୍ଵାର୍ଡ ଭୁଲି ଯାଇଛନ୍ତି କି? ଟେନସନ୍ ନିଅନ୍ତୁନି ଏପରି ପାଆନ୍ତୁ ସହଜରେ
ଓ୍ଵାଇ-ଫାଇର ପାସଓ୍ଵାର୍ଡ ଏମିତି ହୋଇଥାଏ, ଯାହାକୁ ବାରମ୍ବାର ଏଣ୍ଟର କରିବାର ଆବଶ୍ୟକତା ନାହିଁ । ଅଧିକ ଦିନ ବିତିଯିବା ପରେ ପାସଓ୍ଵାର୍ଡ ମନେ ରହିନଥାଏ । ଯଦି କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ଆପଣଙ୍କୁ ଓ୍ଵାଇ-ଫାଇ ପାସଓ୍ଵାର୍ଡ ମାଗନ୍ତି, ତାହେଲେ ମୁଣ୍ଡରେ ନଥାଏ ଯେ ଓ୍ଵାଇଫାଇ…