Browsing Tag

wild bears in the school

ଭାଲୁ ଆସିଥିଲା ପାଠପଢି ! ସିସିଟିଭିରେ କଏଦ ହେଲା ଭିଜୁଆଲ୍

ମାଲକାନଗିରି(କେନ୍ଯୁଜ୍): ପୁଣି ବିଦ୍ୟାଳୟରେ ପରିସରରେ ଜଙ୍ଗଲୀ ଭାଲୁ। ବିଦ୍ୟାଳୟରେ ଲାଗିଥିବା CCTV ରେ କଏଦ ହେଲା ଜଙ୍ଗଲୀ ଭାଲୁଙ୍କ ଦୃଶ୍ୟ। ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତଙ୍କ ଖେଳାଇଛନ୍ତି ଭାଲୁ । ଖାଦ୍ୟ ଅନ୍ୱେଷଣରେ ରାତି ୯ଟା ପରେ…