Below header
Browsing Tag

winter season

ପୋଷଣରେ ଭରପୁର ସବୁଜ ମଟର ଛୁଇଁ, ମୋଟାପଣ ଠାରୁ ଆରମ୍ଭ କରି ଅନେକ ରୋଗକୁ କରିଥାଏ ଦୂର

ଋତୁ ଅନୁସାରେ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହୋଇଥାଏ। ସେହିପରି ଶୀତ ଋତୁରେ ପ୍ରାୟ ସମସ୍ତେ ମଟର ଖାଇବାକୁ ପସନ୍ଦ କରନ୍ତି। ଛୋଟ ଦେଖାଯାଉଥିବା ମଟର ଛୁଇଁ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ । ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ,…

ଶୀତ ଋତୁରେ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ସବୁ ଉପଚାର, ମିଳିବ ଆରାମ

ଶୀତ ଋତୁରେ, ଲୋକମାନେ ଗଣ୍ଠି ଏବଂ ହାଡ ଯନ୍ତ୍ରଣା ବିଷୟରେ ବହୁତ ଅଭିଯୋଗ କରନ୍ତି। ଆର୍ଥ୍ରାଇଟିସରେ ପୀଡିତ ଲୋକଙ୍କ ପାଇଁ ଏହି ସମୟ ବହୁତ କଷ୍ଟପାଇଥାନ୍ତି ।ତାପମାତ୍ରା ହ୍ରାସ ପାଇବା ମାତ୍ରେ ଗଣ୍ଠିଗୁଡ଼ିକ କଠିନ ହେବାକୁ ଲାଗେ ଏବଂ ହାଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହି ସମୟରେ ବୃଦ୍ଧ…

ସାରା ରାଜ୍ୟରେ ଶୀତ ଲହରୀ: ୮ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ଦାରିଙ୍ଗବାଡିରେ ସର୍ବନିମ୍ନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ୮ ସହରରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିସ୍‌ ରେକର୍ଡ କରାଯାଇଛି। ସେହିଭଳି ପୁଲବାଣୀରେ ୧୧.୫, କୋରାପୁଟରେ ୧୨ ଓ କେନ୍ଦୁଝରରେ ୧୩…

ମୌସୁମୀ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ, ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ଖସୁଛି ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ଦିନରେ ଖରା କାଟୁଛି  ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି  ହୋଇଯାଇଛି। ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ଫେରି ଯିବା ପରେ ଧୀରେ ଧୀରେ ଆସୁଛି ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ତାପମାତ୍ରା ଖସୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ…

ଏବର୍ଷ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ଅଧିକ ହେଉଥିବା ବେଳେ କମ୍‌ ରହିଛି ଶୀତର ପ୍ରଭାବ

କନ୍ଧମାଳ : ଏବର୍ଷ କନ୍ଧମାଳ ଜିଲ୍ଲାରେ ଶୀତ କମ୍‌ ରହିଛି । ପାଗ ପରିବର୍ତ୍ତନ ହେଉଥିବା ଯୋଗୁଁ କେତେବେଳେ ଶୀତ କମ ଅନୁଭୂତ ହେଉଛି ତ ଆଉ କେତେବେଳେ ଶୀତ ଅଧିକ ହେଉଛି । ଅଞ୍ଚଳରେ କୁହୁଡ଼ି ଅଧିକ ହେଉଥିବା ବେଳେ ଶୀତ ସେହି ଅନୁସାରେ ହେଉ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପକ୍ଷରେ…

ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ଶୀତ, ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଥଣ୍ଡା ଅନୁଭୂତ ହେଲାଣି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ପାରଦ କମିବ ।ଗତକାଲି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୧୩.୮, ଦାରିଙ୍ଗବାଡିରେ ଏବଂ ଫୁଲବାଣୀରେ ୧୪ ଡିଗ୍ରୀ…

ଏବର୍ଷ ରାଜ୍ୟରେ ଅନୁଭୂତ ହେବନି ହାଡ଼ଭଙ୍ଗା ଶୀତ, ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ବର: ନଭେମ୍ବର ସରିଲାଣି। କିନ୍ତୁ ଅନୁଭବ ହେଉନି ଥଣ୍ଡା। ପ୍ରବଳ ଥଣ୍ଡାକୁ ଅପେକ୍ଷା ଥିବା ବେଳେ ଏବର୍ଷ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବନି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସାମାନ୍ୟ ଥଣ୍ଡା ବି କମ୍‌ ଦିନ ଅନୁଭୂତ ହେବ। ଚଳିତ ଶୀତଋତୁରେ ତାପମାତ୍ରା ସ୍ୱାଭାବିକ…