Browsing Tag

woman delivery in car

ହସ୍ପିଟାଲ ନେବା ବାଟରେ ହେଲା ପ୍ରସବ ପୀଡ଼ା, ରାସ୍ତା ଉପରେ ବେଡ଼ସିଟ୍ ଟାଙ୍ଗି ଡେଲିଭରି କରାଇଲେ ପୋଲିସ; ଦେଖନ୍ତୁ ଭିଡିଓ

ବର୍ତ୍ତମାନ କରୋନା ସ୍ଥିତିରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ସେତିକି ଜରୁରୀ କାମ ନ ପଡ଼ିଲେ ଲୋକେ ଘରୁ ବାହାରୁନାହାନ୍ତି। ମାତ୍ର ଏଭଳି ସ୍ଥିତିରେ ରାଜସ୍ଥାନର ଜୟପୁରରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତା ଉପରେ ଜଣେ ମହିଳା ପ୍ରସବ କରିଥିବା ଦେଖିବାକୁ ମିଳିଛି,…