Browsing Tag

Woman die collision

ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ, ଆମ୍ବୁଲାନ୍ସ ନଆସିବାରୁ ମେଡିକାଲ ପର୍ଯ୍ୟନ୍ତ ଠେଲାରେ ଆଣିଲେ ପରିବାର ଲୋକେ

ଯାଜପୁର (କେନ୍ୟୁଜ): ଆମୁଲାନ୍ସ ନଆସିବାରୁ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କୁ ଠେଲାରେ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିଲେ ପରିବାର ଲୋକେ। ଏହା ପରେ ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। ମୃତ ମହିଳା ହେଲେ…