Browsing Tag

woman gang raped

ସୀମା ପାର କଲା ଲଜ୍ଜା: ଘରେ ଛାଡିଦେବାକୁ କହି ୫୫ ବର୍ଷୀୟା ମହିଳାଙ୍କୁ ଗଣ ଦୁଷ୍କର୍ମ

କରଞ୍ଜିଆ(କେନ୍ଯୁଜ୍): ବେଳେ ବେଳେ ସମାଜରେ ଏପରି ନାରକୀୟ କାଣ୍ଡ ଘଟିଯାଏ ଯାହାକୁ ଏକ ସଭ୍ୟ ସମାଜ ପକ୍ଷେ ସହ୍ୟ କରିବା ଅସମ୍ଭବ ହୁଏ । ମଣିଷ ଏଠି ପାଲଟି ଯାଏ ସୈତାନ । ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ, ଆପଣଙ୍କ ରକ୍ତ ଗରମ ହୋଇଯିବ। ପୁଣି ସିମା…