Browsing Tag

Woman Killed In tiger attack

ଘର ପଛପଟୁ ଜାଳ ଆଣୁଥିବା ବେଳେ ବୃଦ୍ଧାଙ୍କୁ ଝାମ୍ପିନେଲା ମହାବଳ ବାଘ ! ଜଙ୍ଗଲରୁ ମିଳିଲା ଶବ

କେନ୍ୟୁଜ୍‌(ବ୍ୟୁରୋ): ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଳାରେ । ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଝାମ୍ପିନେଇଛି ମହାବଳ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଘଟିଛି ଏହି ଦୁର୍ଘଟଣା । ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି।…