Below header
Browsing Tag

women burn to death

ସୋର : ଧାନ ବିଲରେ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ସୋର (କେ ନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୂଆପୁର ଗ୍ରାମର ଘଟିଛି ଏକ ବଡ଼ ଅଘଟଣ । ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ସାବିତ୍ରୀକୁ ଅରଳା ନିକଟ ଧାନ କିଆରୀରେ ପୋଡି ଦେଇଛି ସ୍ୱାମୀ ନୀଳାମ୍ବର ମଲ୍ଲିକ । ସେ ନିଜେ ମଧ୍ୟ ଗୁରୁତର ଆହତ ହୋଇଛି ।…

ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗ , ଶାଶୂ,ଶ୍ୱଶୁରଙ୍କ ସହ ସ୍ୱାମୀକୁ ଗିରଫ କରିଛି ସମ୍ବଲପୁର ପୋଲିସ

ସମ୍ବଲପୁର(କେନ୍ୟୁଜ୍) : ମହିଳାଙ୍କୁ ପୋଡି ହତ୍ୟା ଅଭିଯୋଗରେ ୩ଗିରଫ। ଶାଶୂ,ଶ୍ୱଶୁରଙ୍କ ସହ ସ୍ୱାମୀକୁ ଗିରଫ କରିଛି ସମ୍ବଲପୁର ପୋଲିସ। ମୃତ ମହିଳା ଜଣଙ୍କ ସମ୍ବଲପୁର ହୀରାକୁଦ ଭିଏସଏସ୍ କଲୋନୀରେ ରହୁଥିବା ସ୍ମୃତି ରଞ୍ଜନ ନାୟକଙ୍କ ସ୍ତ୍ରୀ ଜ୍ୟୋତିର୍ମୟୀ ଶତପଥୀ। ଅଭିଯୋଗ ଅନୁଯାୟୀ ୬ବର୍ଷ…