Below header

ସୋର : ଧାନ ବିଲରେ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ସୋର (କେ ନ୍ୟୁଜ୍‌) : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୂଆପୁର ଗ୍ରାମର ଘଟିଛି ଏକ ବଡ଼ ଅଘଟଣ । ସ୍ତ୍ରୀକୁ ସ୍ୱାମୀ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି । ସ୍ତ୍ରୀ ସାବିତ୍ରୀକୁ ଅରଳା ନିକଟ ଧାନ କିଆରୀରେ ପୋଡି ଦେଇଛି ସ୍ୱାମୀ ନୀଳାମ୍ବର ମଲ୍ଲିକ । ସେ ନିଜେ ମଧ୍ୟ ଗୁରୁତର ଆହତ ହୋଇଛି । ହତ୍ୟାର କାରଣ ଜଣାପଡ଼ି ନାହିଁ । ଖବର ପାଇବା ପରେ ପୋଲିସ ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.