Below header
Browsing Tag

women burning

ପ୍ରଥମେ ବିବାହିତା ମହିଳାଙ୍କ ସହ ଶାରୀରିକ ସମ୍ପର୍କ, ପରେ ସନ୍ଦେହ କରି ଜିଅନ୍ତା ଜାଳିଦେଲା ବଏଫ୍ରେଣ୍ଡ

କାମାକ୍ଷାନଗର (କେନ୍ୟୁଜ): ପ୍ରଥମେ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ଏବଂ ପରେ ମହିଳାଙ୍କ ଚରିତ୍ର ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଜଣେ ବଏଫ୍ରେଣ୍ଡ । ଏ ଭଳି ଘୃଣ୍ୟ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା…

ଭୁବନେଶ୍ବର: ପଳାଶୁଣିର କପିଳେଶ୍ୱର ବିହାରରେ ଅଘଟଣ, ରାତି ଅଧରେ ଜଳିଗଲେ ମହିଳା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ରାତି ଅଧରେ ଜଳିଗଲେ ମହିଳା। ମଞ୍ଚେଶ୍ୱର ଥାନା ପଳାଶୁଣି କପିଳେଶ୍ୱର ବିହାରରେ ଅଘଟଣ। ଲେନ ନଂ ତିନିରେ ପ୍ରୀତିପ୍ରଜ୍ଞା ପରିଜାଙ୍କ ଦେହରେ ହଠାତ ନିଆଁ ଲାଗିଯାଇଥିଲା। ନିଜକୁ ବଞ୍ଚାଇବା ପାଇଁ ସେ ପଡ଼ୋଶୀଙ୍କୁ ସାହାଯ୍ୟ ମାଗିଥିଲେ। ପଡ଼ୋଶୀଙ୍କ ଠାରୁ ପୋଲିସ ଖବର…

ଯୌତୁକ ଜୁଇରେ ପୁଣି ଜଳିଲା ବୋହୂ, ହାତଗୋଡ ବାନ୍ଧି କିରାସିନି ଢାଳି ଜାଳି ଦେଲେ ଶାଶୁଘର ଲୋକ

ମାର୍ଶାଘାଇ (କେନ୍ୟୁଜ୍) : ଝିଅ ଜନମ ପରଘରକୁ । ଏଇ ଉକ୍ତିକୁ ନେଇ ସତରେ ସବୁ ଝିଅ ଦିନେ ନା ଦିନେ ଚାଲି ଯାଆନ୍ତି ପର ଘର ମାନେ ଶାଶୂ ଘରକୁ । ସେଠାରେ ବାପା, ମାଆ, ଭାଇ, ଉଭଣୀଙ୍କ ସ୍ଥାନରେ ପାଇଥାନ୍ତି ଶାଶୁ, ଶ୍ୱଶୁର ଏବଂ ନଣନ୍ଦ, ଦିଅରକୁ । ଦେଖିଥାନ୍ତି ଅନେକ ସ୍ବପ୍ନ । ହେଲେ ଯଦି ନିଜ ଘର…