Browsing Tag

women’s volleyball team

ଭାରତୀୟ ମହିଳା ଭଲିବଲ୍‌ ଟିମ୍‌କୁ ସଫଳତା, ତୃତୀୟ AVC ମହିଳା ଚ୍ୟାଲେଞ୍ଜରେ ଜିତିଲେ ରୌପ୍ୟ ପଦକ

୨୧ତମ ପ୍ରିନ୍‌ସେସ୍‌, ତୃତୀୟ AVC ମହିଳା ଚ୍ୟାଲେଞ୍ଜ କପ୍‌ରେ ରୌପ୍ୟ ପଦକ ଜିତିଲା ଭାରତୀୟ ମହିଳା ଭଲିବଲ ଦଳ। ପ୍ରଥମ ଥର ଲାଗି ଭାରତୀୟ ସିନିଅର ମହିଳା ଦଳ ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ଜିତିଛି। ଥାଇଲାଣ୍ଡ ପଟାୟାରେ ଆୟୋଜିତ ୨୧ତମ ପ୍ରିନ୍‌ସେସ୍‌ କପ୍‌ AVC ମହିଳା ଚ୍ୟାଲେଞ୍ଜ…