Browsing Tag

world corona latest update

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୧୦ଲକ୍ଷ, ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୧୦ଲକ୍ଷ । ବିଶ୍ୱବ୍ୟାପୀ ମହାମାରୀ ୧୦ ଲକ୍ଷ ୨ ହଜାର ୧୫୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ଆମେରିକାରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯ହଜାର ୪୫୩ ହୋଇଥିବା ବେଳେ ବ୍ରାଜିଲରେ କରୋନା ନେଇଛି ୧ ଲକ୍ଷ ୪୧ ହଜାର ୭୭୬ ଜୀବନ । ଆମେରିକା ଓ ବ୍ରାଜିଲ…