Browsing Tag

world’s first actor robot

ଅଭିନୟ କରିବାରେ ମାହିର ଏହି ରୋବଟ୍, କହିଲା ‘ମୁଁ ହେଉଛି ବିଗ୍‌ ବିଙ୍କ ଫ୍ୟାନ୍‌’

ଆଇଆଇଟି ବମ୍ବେ ତରଫରୁ ଆୟୋଜିତ ‘ଟେକ୍‌ ଫେଷ୍ଟ୍‍’ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ରୋବଟ୍ ପ୍ରଦର୍ଶିତ କରାଯାଇଛି। କାର୍ଯ୍ୟକ୍ରମରେ ଏହି ରୋବଟ୍ ଗାଉଥିବା, ନାଚୁଥିବା ଦେଖିବାକୁ ମିଳିଛି। ଏହି ରୋବଟର ନାଁ ହେଉଛି ରୋବୋ ଥେସ୍‌ପିଆନ୍‌। ୟୁକେ ସ୍ଥିତ ଅର୍ଗାନାଇଜେସନ୍‌ ଇଞ୍ଜିନିୟର…