ବିଶ୍ୱର ସବୁଠାରୁ ଡେଙ୍ଗା ଘୋଡ଼ାର ୨୦ ବର୍ଷ ବୟସରେ ମୃତ୍ୟୁ, Guinness Book of Recordsରେ ସ୍ଥାନ ପାଇଛି ‘ବିଗ୍…
ବିଶ୍ୱର ସବୁଠାରୁ ଡେଙ୍ଗା ଘୋଡ଼ା ‘ବିଗ୍ ଜେକ’ ୨୦ ବର୍ଷ ବୟସରେ ହିଁ ଦୁନିଆକୁ ଅଲ୍ବିଦା କହିଛି। ଆମେରିକାର ଓ୍ଵିସ୍କନସିନ୍ସ୍ଥିତ ଏକ ଫାର୍ମ ହାଉସ୍ରେ ବିଗ୍ ଜେକ ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଯଦିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି କି, ଘୋଡ଼ାଟିର କେବେ ମୃତ୍ୟୁ ଘଟିଛି। ଏବେ ଘୋଡ଼ା ମାଲିକ…