ଭୁଲ ଗ୍ରୁପର ରକ୍ତ ନେଲା ଦୁଇ ରୋଗୀଙ୍କ ଜୀବନ, ତଦନ୍ତ ଦାବି କଲେ ପରିବାର ଲୋକେ
କେନ୍ଦୁଝର (କେନ୍ୟୁଜ): ଭୁଲ୍ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିବାପରେ ସ୍ୱାସ୍ଥ୍ୟସେବାର ଗୁରୁତର ତ୍ରୁଟି ପଦାରେ ପଡ଼ିଛି । କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବାବେଳେ ଏହାର…