Browsing Tag

xiaomi folding smartphone

ଦୁଇ ଥର ମୋଡି ପାରିବେ Xiaomi ର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ୍, ଦେଖନ୍ତୁ ଭିଡିଓ

୨୦୧୯ରେ ଅନେକ କମ୍ପାନୀ ଲଂଚ୍ କରିବେ ଫୋଲଡେବଲ୍ ସ୍ମାର୍ଟଫୋନ୍ । କିଛି ଦିନ ପୂର୍ବରୁ ସାମସଙ୍ଗ୍ ଏବଂ ହୁଆୱେ ନିଜ ଫୋଲଡେବଲ୍ ଫୋନର ଗୋଟିଏ ଝଲକ ଦେଖାଇଥିଲେ । ଏବେ ଚାଇନା କମ୍ପାନୀ ସାଓମୀ ନିଜର ଫୋଲ୍ଡେବଲ୍ ଫୋନ୍ ଲଂଚ୍ କରିବାକୁ ଯାଉଛି । ତେବେ ସାଓମୀର ଏହା ପ୍ରଥମ ଫୋଲ୍ଡେବଲ୍ ଫୋନ୍ ନୁହେଁ ।…