Browsing Tag

Xiaomi vacuum cleaner

Xiaomi ଭାରତରେ ଲଞ୍ଚ କଲା ସ୍ମାର୍ଟ ଭ୍ଯାକୁମ କ୍ଲିନର, କିଣିଲେ ମିଳୁଛି ମାଗଣାରେ ୪ ହଜାର ଟଙ୍କାର Mi ସ୍ପିକର

ସାଓମୀ ଭାରତରେ ଲଞ୍ଚ କରିଛି Mi Robot Vacuum Mop –P । ଏହା ଘରକୁ ସଫାସୁତରା ରଖିବାରେ ଏକ ସ୍ମାର୍ଟ ଭ୍ଯାକୁମ କ୍ଲିନର। କମ୍ପାନୀ ଏହାକୁ ଓପନ ସେଲ୍ ଜରିଆରେ ଉପଲବ୍ଧ କରାଯାଉଛି। ଏହାକୁ କିଣିଲେ କମ୍ପାନୀ ଗ୍ରାହକଙ୍କୁ ଅଫର ମଧ୍ୟ ଦେଉଛି। ଏହି ଭ୍ଯାକୁମ କ୍ଲିନରକୁ କିଣିଲେ ୪ ହଜାର ଟଙ୍କାର…