Below header
Browsing Tag

yellow cloth

ଗୁରୁବାର ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା କ’ଣ ହୋଇଥାଏ? କ’ଣ ରହିଛି ମାନ୍ୟତା

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ଏହି ଦିନ ହଳଦିଆ ରଙ୍ଗ ପିନ୍ଧିବାକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଗୁରୁବାର ଦିନ ଯଦି ଆପଣ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତି ତେବେ କଣ ହୁଏ ଆସନ୍ତୁ ସେହି ବିଷୟରେ ଜାଣିବା । ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ପାଇଁ…

ବନବାସ ସମୟରେ ସୀତା କାହିଁକି ହଳଦିଆ ରଙ୍ଗର କପଡା ପିନ୍ଧିଥିଲେ, ଜାଣନ୍ତୁ ଏହା ପଛର ରୋଚକ ତଥ୍ୟ

କ’ଣ ଆପଣ ଜାଣିନ୍ତି କି, ସୀତା ମାତାଙ୍କୁ ରାବଣ ଅପହରଣ କରିବା ସମୟରେ କେଉଁ ରଙ୍ଗର ବସ୍ତ୍ର ପିନ୍ଧିଥିଲେ ? ବନବାସ ସମୟରେ ଭଗବାନ ଶ୍ରୀରାମ, ମାତା ସୀତା ଏବଂ ଳକ୍ଷ୍ମଣ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଥିଲେ। ଏହି ରଙ୍ଗର ବସ୍ତ୍ର ପିନ୍ଧିବା ପଛରେ ଏକ ବଡ କାରଣ ରହିଛି। ଯାହା ବିଷୟରେ ଆମେ…