ଶାରୀରିକ ସମ୍ପର୍କ ରଖିବାକୁ କହି ବ୍ଲାକ ମେଲ୍ କରୁଥିଲା ଫେସ୍ବୁକ୍ ସାଙ୍ଗ, ପୋଲିସ ଲଗାଇଲା ହାତକଡ଼ି
ମୁମ୍ବାଇ : ଏବେ ସବୁ ଅପରାଧର ମୂଳ ଦୁଆ ସାଜିଛି ସୋସିଆଲ୍ ମିଡିଆ । ବ୍ୟାଙ୍କ୍ ଫ୍ରଡ୍ ହେଉ ବା ଯୁବତୀଙ୍କୁ ବ୍ଲାକ ମେଲିଂ ସବୁ ସୋସିଆଲ୍ ମିଡ଼ିଆରୁ ହେଉଛି ଆରମ୍ଭ । ବିଶେଷ କରି ଯୌନ ଅପରାଧୀକ ମାମଲା ଘଟୁଛି ଏହି ସୋସିଆଲ୍ ମିଡିଆରୁ । ଫେସ୍ ବୁକ୍ ହେଉ ବା ହ୍ଵାଟ୍ସଆପ୍ରୁ ସମ୍ପର୍କ ହୋଇ…