Below header
Browsing Tag

young man jumped

ମହାନଦୀକୁ ଡେଇଁଲେ ଯୁବକ, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ

ବାଙ୍କୀ (କେନ୍ୟୁଜ): ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମବାହିନୀ । କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବକଙ୍କୁ ଦେଖି ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ ।…

ଭୁବନେଶ୍ୱର ଧଉଳିଠାରେ ଦୟାନଦୀକୁ ଡେଇଁଲେ ଯୁବକ, ଅଗ୍ନିଶମ ବାହିନୀ ପହଁଞ୍ଚି ଜାରି ରଖିଛି ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ପ୍ରତିଦିନ ଆମ ଚାରିପାଖରେ ଘଟଣା ଦୁର୍ଘଟଣାମାନ ଘଟିଥାଏ । ଅକାଳରେ ଚାଲିଯାଏ ଅନେକ ଜୀବନ । ତେବେ ବର୍ତ୍ତମାନ ଏମିତି କିଛି ଖବର ଆସି ପହଁଚିଛି ଯେଉଁଠି ଜଣେ ଯୁବକ ଭରା ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି । ବନ୍ଯା ପାଇଁ ଏବେ ସବୁ ନଦୀରେ ଭରପୂର ଜଳ ପ୍ରବାହିତ ହେଉଛି । ଏଭଳି…