Below header
Browsing Tag

young woman died

ଚୁରମାର ହୋଇଗଲା ବିଜୟଙ୍କ ସବୁ ସ୍ୱପ୍ନ: ଅଧାରେ ରହିଗଲା ବାହାଘର

ଭୁବନେଶ୍ୱର(କେନ୍ୟୁଜ): ଆଉ ବାଜିବନି ଢୋଲ ଆଉ ତୁରୀ ସହିତ ଯୋଡି ନାଗରା । କି କାନ୍ଥରେ ନାଆ କୁ ନାଆ ଯୋଡ଼ାହୋଇ ଆଉ ଲେଖା ହେବନି ଶଭୁ ବିବାହ । କି ଆଉ ବାହାଘରର ସେହି ଗହଳି ଚହଳି ଲାଗିବନି । ରୋଷଣି କରି ବରଯାତ୍ରୀ ଧରି ପୁଅ ଆଉ ଯିବନି ଝିଅ ଘରକୁ ନାଚି ନାଚି । କାହିଁକି ନା ଯେଉଁ ଲୋକ ଭିଡ଼…

ହୋଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରର ଏକ ହୋଟେଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବନିତା କୁମାରୀ ସାହୁ । ଯୁବତୀ ଜଣଙ୍କ ଘର ପୁରୀ ଜିଲ୍ଲାର କୁଆଁପଡ଼ା ଅଞ୍ଚଳର ଜଣାପଡିଛି। ସେ ଏକ ମୋବାଇଲ କମ୍ପାନୀରେ କାମ କରୁଥିଲେ । ସୂଚନାଅନୁସାରେ ଗତକାଲି ସଂଧ୍ୟାରେ…

ସୁନାବେଶ ଦର୍ଶନ ହେଲା ଶେଷ ଦର୍ଶନ: ଅଣନିଃଶ୍ବାସୀରୁ ଚାଲିଗଲା ଭକ୍ତଙ୍କ ଜୀବନ

ପୁରୀ (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୋଇଛି। ତେବେ ଲକ୍ଷାଧିକ ଭକ୍ତଙ୍କ ଭିତରେ ଗତକାଲି ଏକ ଅଘଟଣ ଘଟିଛି। ଅଣ ନିଃଶ୍ୱାସୀ ଚାଲିଗଲା ଭକ୍ତଙ୍କ ଜୀବନ। ଅସହ୍ୟ ଭିଡ଼ରେ ପ୍ରାଣ ହରାଇଲେ ଯୁବତୀ। ମୃତକ ହେଲେ କଟକ ସାଲେପୁରର…