Browsing Tag

zero selling

ଇତିହାସରେ ପ୍ରଥମ, ଏପ୍ରିଲରେ ବିକ୍ରି ହୋଇନି ମାରୁତି ସୁଜୁକିର ଗୋଟିଏ ବି କାର

ଇତିହାସରେ ପ୍ରଥମ ଥର ପାଇଁ ଦେଶର ସବୁଠୁ ବଡ଼ କମ୍ପାନୀ ମାରୁତି ସୁଜୁକିର ବିକ୍ରି ଶୂନ୍ୟ ହୋଇଛି। ୧୯୮୩ ପରଠୁ ଏଭଳି ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ମାସକରେ ମାରୁତିର ଗୋଟିଏ ବି କାର ବିକ୍ରି ହୋଇନାହିଁ। ପୂର୍ବରୁ କମ୍ପାନୀ ତରଫରୁ ଏନେଇ ଆଶଙ୍କା କରାଯାଇଥିଲା। ସୂଚନାଯୋଗ୍ୟ ଯେ ମାରୁତି…