Browsing Tag

zinc

ଶରୀରରେ ଜିଙ୍କର ଅଭାବ ଥିଲେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଉତ୍ତମ ଜୀବନଶୈଳୀ ପାଇଁ ସୁସ୍ଥ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜିର ପରିବର୍ତ୍ତନଶୀଳ ଯୁଗରେ ପୁଷ୍ଟିକର ଖାଦ୍ୟ ପାଇବା କଷ୍ଟକର । ପ୍ରତ୍ୟେକ ଜାଗାରେ ଖାଦ୍ୟ ସାମଗ୍ରୀରେ ଭେଜାଲ୍ ଦେଖିବାକୁ ମିଳୁଛି, ଯାହା ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଭାରତରେ ପ୍ରାୟ ୮୨ ନିୟୁତ ଲୋକ…