Below header

ବଜାଜ୍ ଲଞ୍ଚ କଲା Pulsar Nsର ୧୨୫cc ମଡ଼େଲ , ଜାଣନ୍ତୁ କଣ ରହିଛି ଫିଚର

ନୂଆଦିଲ୍ଲୀ : ପ୍ରସିଦ୍ଧ ଦୁଇଚକିଆ ଯାନବାହନ କମ୍ପାନି ବଜାଜ୍ ଲଞ୍ଚ କରିଛି Pulsar Nsର ୧୨୫cc ବିଶିଷ୍ଟ ନୂଆ ମଡ଼େଲ। ୧୨୫cc Pulsar Nsରେ ଫ୍ଳୁଏଲ୍ ଇଞ୍ଜେକସନ୍ ଏବଂ ସିବିଏସର ସୁବିଧା ଦିଆାଯାଇଛି। ଏହି ନୂଆ ପଲସର ବାଇକ୍ ଦେଖିବାକୁ ବିଲକୁଲ ପଲସର ୧୩୫ ଭଳି ରହିଛି। ଏହି ନୂଆ ବାଇକରେ ଅନ୍ଯ ଏନଏସ ମଡ଼େଲ ଭଳି ବେଲି ପେନ୍ ରହିଛି। ଏହି ବାଇକକୁ ୧୬୦ ଏବଂ ଏନଏସ୍ ୨୦୦ ଭଳି ମେଟ କଲରରେ ଲଞ୍ଚ କରାଯାଇଛି। ତେବେ କମ୍ପାନି ଏହାର ମୂଲ୍ଯ ପାଖାପାଖି ୧.୫୯ଲକ୍ଷ ଟଙ୍କା ରଖିଛି।

pulsar 2

Pulsar NS ୧୨୫cc ବାଇକରେ ସିଙ୍ଗଲ ସିଲିଣ୍ଡର , ୪ବଲବ୍ ,ପ୍ଳୁଲ୍ ଇଞ୍ଜେକ୍ଟ, ଏୟାର-କୁଲ୍ଡ ଦିଆଯାଇଛି। ଏହାର ଇଞ୍ଜିନ୍ ୮,୫୦୦ ଆରପିଏମର ପାୱର ଏବଂ ୬,୦୦୦ଏରପିଏମ୍ ରେ  ୧୧ଏନଏମ୍ ଟ୍ରାର୍କ ଜେନେରେଟ କରିଥାଏ। ଏଥିରେ ୨୪୦ଏମଏମ୍ ଏବଂ ୧୩୦ଏମଏମ୍ ଡ଼୍ରମର ଡ଼ିସ ବ୍ରେକ୍ ଦିଆଯାଇଛି। ଏହାର ଓଜନ ୧୨୬.୫ କିଲୋଗ୍ରାମ ରହିଛି।

ତେବେ କମ୍ପାନି ଏହାର ଭାରତ ପ୍ରବେଶ ନେଇ କୌଣସି ସୂଚନା ଦେଇନାହିଁ। ଏହାକୁ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ କରାଯାଇପରେ। ଏହାର ମୂଲ୍ଯ ପଲସର ୧୩୫ଏଲଏସରୁ କିଛି ମାତ୍ରାରେ ଅଧିକ ହୋଇପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.