ସାମସଙ୍ଗର ଏହି ଦମଦାର ଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ଫିଚର୍ସ ବି ରହିଛି ବଢ଼ିଆ

ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଆପଣଙ୍କ ପାଇଁ ଆଣିଛି ବମ୍ପର ଅଫର । ଆପଣ ସାମସଙ୍ଗ ସ୍ମାର୍ଟଫୋନକୁ ଡିସକାଉଣ୍ଟରେ କିଣିବାର ସୁଯୋଗ ପାଇ ପାରିବେ । ଆପଣ କମ୍ପାନୀର ଦାମୀ ଫୋନକୁ ୧୫,୦୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ ।

ସ୍ମାର୍ଟଫୋନ କିଣିବାକୁ ପ୍ଲାନ କରୁଛନ୍ତି କି ? ଯଦି ବଜେଟ କମ ଅଛି ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆମେ ଆପଣଙ୍କୁ ଏପରି କିଛି ଦମଦାର ଫୋନର ଲିଷ୍ଟ ବିଷୟରେ ଜଣାଇବୁ, ଯାହା ଆପଣ କମ୍‌ ବଜେଟରେ କିଣି ପାରିବେ । ଏହି ଫୋନ ଆପଣଙ୍କୁ ୧୫,୦୦୦ ଟଙ୍କାରୁ ବି କମ୍‌ ଦାମରେ ମିଳିଯିବ । ଏହି ସ୍ମାର୍ଟଫୋନରେ ଆପଣଙ୍କୁ ବହୁତ ଭଲ ଫିଚର୍ସ ମଧ୍ୟ ମିଳିବ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଆପଣଙ୍କ ପାଇଁ ଆଣିଛି ବମ୍ପର ଅଫର । ଆପଣ ସାମସଙ୍ଗ ସ୍ମାର୍ଟଫୋନକୁ ଡିସକାଉଣ୍ଟରେ କିଣିବାର ସୁଯୋଗ ପାଇ ପାରିବେ । ଆପଣ କମ୍ପାନୀର ଦାମୀ ଫୋନକୁ ୧୫,୦୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ । ଫେଷ୍ଟିଭ୍‌ ସିଜନ୍‌ ପାଇଁ ଏହି ଅଫର ଦିଆଯାଉଛି । ତେଣୁ ଡେରି ନକରି ଶୀଘ୍ର ଏହି ଫୋନକୁ ଘରକୁ ନେଇ ଆସନ୍ତୁ ।

SAMSUNG Galaxy F14 5G :
SAMSUNG Galaxy F14 5G ଫୋନର ଅରିଜିନାଲ ଦାମ ହେଉଛି ୧୮,୪୯୦ ଟଙ୍କା କିନ୍ତୁ ଆପଣ ଏହାକୁ ଫ୍ଲିପକାର୍ଟରେ ଚାଲିଥିବା ସେଲରେ ୩୨ ପ୍ରତିଶତ ଡିସକାଉଣ୍ଟ ସହିତ ମାତ୍ର ୧୨,୪୯୦ ଟଙ୍କାରେ କିଣି ପାରିବେ । ଏହି ଫୋନରେ ଆପଣ ୬ GB RAM ପାଇବେ । ଏହି ଫୋନରେ ୧୨୮ GB ROM ଷ୍ଟୋରେଜ୍ ମିଳୁଛି । ୬.୬ ଇଞ୍ଚ ଡିସପ୍ଲେର ଏହି ଫୋନରେ ଆପଣ ଫଟୋ ଏବଂ ଭିଡିଓଗ୍ରାଫି ପାଇଁ ଡୁଆଲ୍ କ୍ୟାମେରା ସେଟଅପ୍ ପାଇପାରିବେ । ଯେଉଁଥିରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୨ ମେଗାପିକ୍ସେଲର ସେକେଣ୍ଡାରୀ କ୍ୟାମେରା ପାଇପାରିବେ । ଏହାର ଫ୍ରଣ୍ଟ କ୍ୟାମେରା ବିଷୟରେ କହିବାକୁ ଗଲେ, ଆପଣ ଫ୍ରଣ୍ଟରେ ୧୩ ମେଗାପିକ୍ସେଲର କ୍ୟାମେରା ପାଇବେ ।

SAMSUNG Galaxy M14 5G :
ସାମସଙ୍ଗର ଏହି ଫୋନରେ ଆପଣଙ୍କୁ ୬୦୦୦ mAh ବ୍ୟାଟେରୀ ମିଳିବ । ଏହି ଫୋନର ଅରିଜିନାଲ ଦାମ୍‌ ୧୮,୯୯୦ ଟଙ୍କା କିନ୍ତୁ ଫ୍ଲିପକାର୍ଟ ସେଲରେ ଆପଣ ୩୦ ପ୍ରତିଶତ ଡିସକାଉଣ୍ଟ ସହିତ ଏହି ଫୋନକୁ ମାତ୍ର ୧୩,୧୧୪ ଟଙ୍କାରେ କିଣି ପାରିବେ । ଏହି ଫୋନରେ ନୋ କଷ୍ଟ EMI ର ଅପ୍ସନ ମଧ୍ୟ ଅଛି ।

SAMSUNG Galaxy F13 :
ଟ୍ରିପଲ୍‌ କ୍ୟାମେରା ସେଟ ଅପ୍‌ ସହିତ ଆସୁଥିବା ଏହି ଫୋନକୁ ଆପଣ ମାତ୍ର ୧୦,୧୯୯ ଟଙ୍କାରେ କିଣିପାରିବେ । ଏହି ଫୋନରେ ଆପଣଙ୍କୁ ୬୦୦୦ mAhର ବ୍ୟାଟେରୀ ମିଳିବ ଏବଂ ଷ୍ଟୋରେଜ୍ ବିଷୟରେ କହିବାକୁ ଗଲେ ଏହି ଫୋନରେ ଷ୍ଟୋରେଜ୍‌ ଭଲ ରହିଛି । ଭିଡିଓ-ଫଟୋଗ୍ରାଫି ପାଇଁ ଆପଣ ୫୦MP + ୫MP + ୨MPର ପ୍ରାଇମେରୀ କ୍ୟାମେରା ପାଇପାରିବେ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଆପଣଙ୍କୁ ୮ ମେଗାପିକ୍ସେଲର କ୍ୟାମେରା ମିଳିବ ।

SAMSUNG Galaxy A14:
ଏହି ଫୋନର ଅରିଜିନାଲ ପ୍ରାଇସ୍‌ ୧୮,୪୯୯ ଟଙ୍କା କିନ୍ତୁ ଆପଣ ଇ-କମର୍ସ ସାଇଟରେ ୧୮ ପ୍ରତିଶତ ଡିସକାଉଣ୍ଟରେ ଏହି ଫୋନକୁ ମାତ୍ର ୧୪,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନରେ ୫୦୦୦ mAh ବ୍ୟାଟେରୀ ଏବଂ ୬.୬ ଇଞ୍ଚର ଡିସପ୍ଲେ ମିଳୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.