ମହାନଦୀରେ ଭାସୁଛି ମୃତଦେହ, ପରିଚୟ ଅସ୍ପଷ୍ଟ

ମହାନଦୀରେ ମୃତଦେହ। ଯୋବ୍ରା ବ୍ୟାରେଜ ନିକଟରେ ଭାସୁଛି ମୃତଦେହ। ମୃତକ ଜଣେ ପୁରୁଷ। ପରିଚୟ ଅସ୍ପଷ୍ଟ।

କଟକ (କେନ୍ୟୁଜ): ମହାନଦୀରେ ମୃତଦେହ। ଯୋବ୍ରା ବ୍ୟାରେଜ ନିକଟରେ ଭାସୁଛି ମୃତଦେହ। ମୃତକ ଜଣେ ପୁରୁଷ। ପରିଚୟ ଅସ୍ପଷ୍ଟ। ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ। ଗତକାଲି ଜଣେ ମହାନଦୀକୁ ଡେଇଁ ଥିବା ନେଇ ଜଗତପୁର ଥାନାରେ ଏତଲା ହୋଇଥିଲା। ନଦୀରେ ଭାସୁଥିବା ମୃତକ ଜଣକ ସେହି ବ୍ୟକ୍ତି କି ନାହିଁ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.