ସିମେଣ୍ଟ କାରଖାନା ଦୁର୍ଘଟଣା ଘଟଣା: ୪୦ ଘଣ୍ଟା ପରେ ୩ ମୃତଦେହ ଉଦ୍ଧାର
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣାରେ ୩ ମୃତଦେହ ଉଦ୍ଧାର । ୪୦ ଘଣ୍ଟା ପରେ ମିଳିଛି ମୃତଦେହ । ଏହି ଘଟଣାରେ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଛି । ଡାଲମିଆ ସିମେଣ୍ଟ ପ୍ଲାଣ୍ଟ…