ରାଜଧାନୀରେ ଚାଞ୍ଚଲ୍ୟ, ରେଳ ଧାରଣାରୁ ଦମ୍ପତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଚାଞ୍ଚଲ୍ୟ । ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଶାନ୍ତିପଲ୍ଲୀ ନିକଟ ରେଳ ଧାରଣାରୁ ସ୍ୱାମୀ ଓ ସ୍ତ୍ରୀଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଚାଞ୍ଚଲ୍ୟ । ରେଳ ଧାରଣାରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ଶାନ୍ତିପଲ୍ଲୀ ନିକଟ ରେଳ ଧାରଣାରୁ ସ୍ୱାମୀ ଓ ସ୍ତ୍ରୀଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଦୁହେଁ ଟ୍ରେନ୍‌ ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଦୁଇ ମାସ ହେବ ଦମ୍ପତି ଶାନ୍ତିପଲ୍ଲୀ ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.