ଆରମ୍ଭ ହେବାକୁ ଯାଉଛି Amazon Prime Day Sale, ଅନେକ ପ୍ରଡକ୍ଟ ଉପରେ ମିଳିବ ବମ୍ପର ଡିସକାଉଣ୍ଟ
Amazon Prime Day Sale ଆସନ୍ତା ସପ୍ତାହରେ ୧୨ ଜୁଲାଇରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସେଲ୍ ପୂର୍ବରୁ ମଧ୍ୟ ଇ-କମର୍ସ ୱେବସାଇଟ୍ ଆମାଜନ ସ୍ମାର୍ଟଫୋନ୍ ସମେତ ଅନେକ ପ୍ରଡକ୍ଟ ଉପରେ ବମ୍ପର ଡିସକାଉଣ୍ଟ ମଧ୍ୟ ପ୍ରଦାନ କରିଛି । ସେଲ୍ ଆରମ୍ଭ ହେବା ପୂର୍ବରୁ ମଧ୍ୟ କମ୍ପାନୀ…