Apple iPhone 14ରେ ବମ୍ପର ଡିସକାଉଣ୍ଟ, ଫ୍ଲିପକାର୍ଟରେ ମିଳୁଛି ଏହି ଅଫର

ଫ୍ଲିପକାର୍ଟରେ Apple iPhone 14 (ବ୍ଲୁ, ୨୫୬ ଜିବି) ମଡେଲର ଦାମ ୭୯,୯୦୦ଟଙ୍କା । କିନ୍ତୁ ଏହି ମୂଲ୍ୟ ସମସ୍ତଙ୍କ ବଜେଟରେ ଫିଟ୍ ଆସେନି । ତେଣୁ ଏହି ମଡେଲରେ ୧୩% ଡିସକାଉଣ୍ଟ ମଧ୍ୟ ଦିଆଯାଉଛି ।

ଯଦି ଆପଣ Apple iPhone 14 କୁ କମ୍ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଆପଣ ଆପଲର ବଜେଟ୍ ଫିଟ ଫୋନ କିଣିବାକୁ ଚାହୁଁଥିଲେ ଆପଲର ଏହି ମଡେଲ୍‌ ରେ ଆପଣଙ୍କୁ ବଡ଼ ଡିସକାଉଣ୍ଟ ମିଳିବ । ଫ୍ଲିପକାର୍ଟରେ ଏହାର ୨୫୬ ଜିବି ଭାରିଆଣ୍ଟ କିଣିବା ଉପରେ ଭଲ ଡିସକାଉଣ୍ଟ ଅଫର ମିଳିବ । ତେବେ ଆସନ୍ତୁ ଏହି ଅଫର ବିଷୟରେ ଜାଣିବା ।

ଯଦି ଆମେ ଡିସକାଉଣ୍ଟ ଅଫର ବିଷୟରେ କହିବା ତେବେ ଫ୍ଲିପକାର୍ଟରେ ଭଲ ଡିସକାଉଣ୍ଟ ଦିଆଯାଉଛି । ଏହି ଅଫରରେ ଆପଣ ନିଜ ଟଙ୍କାକୁ ସେଭ୍‌ କରିପାରିବେ । ଫ୍ଲିପକାର୍ଟରେ Apple iPhone 14 (ବ୍ଲୁ, ୨୫୬ ଜିବି) ମଡେଲର ଦାମ ୭୯,୯୦୦ଟଙ୍କା । କିନ୍ତୁ ଏହି ମୂଲ୍ୟ ସମସ୍ତଙ୍କ ବଜେଟରେ ଫିଟ୍ ଆସେନି । ତେଣୁ ଏହି ମଡେଲରେ ୧୩% ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ଏପରି ପରିସ୍ଥିତିରେ ୟୁଜରଙ୍କୁ ବହୁତ ଲାଭ ମିଳିବ । ଯଦି ଆମେ ଡିସକାଉଣ୍ଟ ପରେ ଦାମ ବିଷୟରେ କହିବା, ତେବେ ଗ୍ରାହକଙ୍କୁ କେବଳ ୬୮,୯୯୯ ଟଙ୍କା ଦେବାକୁ ପଡିବ । ଗ୍ରାହକମାନେ ଏହି ଫୋନରେ ପାଖାପାଖି ୧୧ ହଜାର ଟଙ୍କା ସେଭ୍‌ କରିପାରିବେ ।

Apple iPhone 14 (ବ୍ଲୁ, ୨୫୬ ଜିବି) ଭାରିଆଣ୍ଟ ପାଇଁ ଗ୍ରାହକଙ୍କୁ ୬୮,୯୯୯ ଟଙ୍କା ଦେବାକୁ ପଡିବ । ଯଦି ଆପଣ ଏକ୍ସଚେଞ୍ଜ୍ ଅଫର ଲାଭ ନକରନ୍ତି ତେବେ ଏହି ମଡେଲର ମୂଲ୍ୟ ଏତିକି ହିଁ ରହିବ । ଏହି ଭରିଆଣ୍ଟରେ ଫ୍ଲିପକାର୍ଟ ୫୦,୦୦୦ ଟଙ୍କା ଡିସକାଉଣ୍ଟ ଦେଉଛି, ଯାହା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେଲେ ଆପଣଙ୍କୁ ବହୁତ କମ୍ ମୂଲ୍ୟ ଦେବାକୁ ପଡିବ । ଆପଣଙ୍କ ପୁରୁଣା ଫୋନର ଅବସ୍ଥା ଏବଂ ମଡେଲ ଉପରେ ଏକ୍ସଚେଞ୍ଜ ଅଫର ଏବଂ ଡିସକାଉଣ୍ଟ ନିର୍ଭର କରିବ । ଏପରି ପରିସ୍ଥିତିରେ ଯଦି ଆପଣ ନିଜ ପୁରୁଣା ଫୋନ୍ ବଦଳାଇ ଏହି ମଡେଲ୍ କିଣିବାକୁ ଚାହାଁନ୍ତି, ତେବେ ଆପଣ ବହୁତ ଟଙ୍କା ସଞ୍ଚୟ କରିପାରିବେ ଏବଂ ଆପଣଙ୍କୁ ଆଇଫୋନର ଏହି ଭାରିଆଣ୍ଟ ପାଇଁ କମ୍ ମୂଲ୍ୟ ଦେବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.