Below header

ଦୀପାବଳୀ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ଡିସକାଉଣ୍ଟରେ ମିଳୁଛି ରଙ୍ଗୀନ ଲାଇଟ୍ସ

ଯଦି ଆପଣ ମଧ୍ୟ ଦୀପାବଳୀରେ ଘରକୁ ରଙ୍ଗୀନ ଆଲୋକରେ ସଜେଇବାକୁ ଚାହୁଁଛନ୍ତି, ତାହେଲେ ଏବେ ଆପଣଙ୍କୁ ଇ-କମର୍ସ ସାଇଟରେ ଅନେକ ଅପ୍ସନ ମିଳିପାରିବ । ଯାହାକୁ ଆପଣ ଅତି ଶସ୍ତା ମୂଲ୍ୟରେ କିଣିପାରିବେ।

ଆଲୋକର ପର୍ବ ଦୀପାବଳୀ । ଏହି ଦିନ ଘରକୁ ବିଭିନ୍ନ ଆଲୋକମାଳାରେ ସଜାଯାଇଥାଏ । ଯଦି ଆପଣ ମଧ୍ୟ ଦୀପାବଳୀରେ ଘରକୁ ରଙ୍ଗୀନ ଆଲୋକରେ ସଜେଇବାକୁ ଚାହୁଁଛନ୍ତି, ତାହେଲେ ଏବେ ଆପଣଙ୍କୁ ଇ-କମର୍ସ ସାଇଟରେ ଅନେକ ଅପ୍ସନ ମିଳିପାରିବ । ଯାହାକୁ ଆପଣ ଅତି ଶସ୍ତା ମୂଲ୍ୟରେ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏପରି କିଛି ଲାଇଟ୍ସ ବିଷୟରେ, ଯାହା ଉପରେ ବର୍ତ୍ତମାନ ଭାରି ଡିସକାଉଣ୍ଟ ମିଳୁଛି ।

Desidiya warm white diya:

ଏଥିରେ ଆପଣ ମାତ୍ର ୩୯୮ ଟଙ୍କା ମୂଲ୍ୟରେ ୧୨ଟି ହ୍ୟାଙ୍ଗ ଲ୍ୟାମ୍ପ ପାଇପାରିବେ । ଏହାର ଅରିଜିନାଲ୍‌ ମୂଲ୍ୟ ୧୯୯୯ ଟଙ୍କା ରହିଛି । କିନ୍ତୁ ବର୍ତ୍ତମାନ ଏହା ଡିସକାଉଣ୍ଟରେ ମିଳୁଛି ।

Litehom moroccan ball:

ଏହି ଲାଇଟକୁ ଇନଡୋରରେ ବ୍ୟବହାର କରାଯାଏ । ଯାହାକୁ ଆପଣ ଲବି କିମ୍ବା ଡାଇନିଂ ରୁମରେ ଲଗାଇପାରିବେ । ଏହାର ଅରିଜିନାଲ ମୂଲ୍ୟ ୬୯୯ ଟଙ୍କା କିନ୍ତୁ ବର୍ତ୍ତମାନ ଡିସକାଉଣ୍ଟରେ ଏହା ମାତ୍ର ୨୯୯ ଟଙ୍କା ମୂଲ୍ୟରେ ମିଳୁଛି ।

One94store fairy water drop:

ଏହାର ଅରିଜିନାଲ ମୂଲ୍ୟ ୯୯୯ ଟଙ୍କା କିନ୍ତୁ ଏବେ ଆପଣ ଏହାକୁ ମାତ୍ର ୧୯୯ ଟଙ୍କା ମୂଲ୍ୟରେ କିଣିପାରିବେ । ଏହି ଲାଇଟକୁ ବଗିଚାରେ ଲଗାଇଲେ ଏହା ଖୁବ ସୁନ୍ଦର ଦେଖାଯିବ ।

REFULGIX 14 LED black lantern fairy:

ଏହି ଲାଇଟରେ ଆପଣ ବାଲକୋନୀ କିମ୍ବା ହଲକୁ ଡେକୋରେଟ କରିପାରିବେ । ଏହାର ଅରିଜିନାଲ ମୂଲ୍ୟ ୯୯୯ ଟଙ୍କା ଯାହାକୁ ଆପଣ ଏବେ ମାତ୍ର ୨୯୯ ଟଙ୍କା ମୂଲ୍ୟରେ ପାଇପାରିବେ ।

X4CART artificial vine leaf:

ଏହା ଏକ ଆର୍ଟିଫିସିଆଲ ଲିଫ୍, ଯାହା ରୁମ ଭିତରେ ସଜାଇବା ପାଇଁ ବ୍ୟବହାର କରାଯାଏ । ଏହାର ଅରଜିନାଲ ମୂଲ୍ୟ ୯୯୯ ଟଙ୍କା କିନ୍ତୁ ଏବେ ଆପଣ ଏହାକୁ ମାତ୍ର ୭୯୯ ଟଙ୍କାରେ କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.