ଆମାଜନରେ ଶସ୍ତାରେ ମିଳୁଛି iQOO Neo 7 5G ସ୍ମାର୍ଟଫୋନ, ୟୁଜରଙ୍କୁ ମିଳିବ ଅନେକ ସୁବିଧା

iQOO Neo 7 5G ଭାରତରେ ବ୍ୟବହାର ହେଉଥିବା ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ । ଏହାର ମୂଲ୍ୟ ୩୪,୯୯୯ ଟଙ୍କା କିନ୍ତୁ ବର୍ତ୍ତମାନ ଆପଣ ଏହାକୁ ଆମାଜନରେ ବହୁତ କମ୍ ମୂଲ୍ୟରେ କିଣି ପାରିବେ । ଆମାଜନ ଏହି ସ୍ମାର୍ଟଫୋନରେ ଭଲ ଡିସକାଉଣ୍ଟ ଦେଉଛି ଏବଂ ଆପଣ ଏହି ଫୋନ କିଣିଲେ ବହୁତ ସଞ୍ଚୟ କରିପାରିବେ ।

iQOO Neo 7 5G ଭାରତରେ ବ୍ୟବହାର ହେଉଥିବା ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ । ଏହାର ମୂଲ୍ୟ ୩୪,୯୯୯ ଟଙ୍କା କିନ୍ତୁ ବର୍ତ୍ତମାନ ଆପଣ ଏହାକୁ ଆମାଜନରେ ବହୁତ କମ୍ ମୂଲ୍ୟରେ କିଣି ପାରିବେ । ଆମାଜନ ଏହି ସ୍ମାର୍ଟଫୋନରେ ଭଲ ଡିସକାଉଣ୍ଟ ଦେଉଛି ଏବଂ ଆପଣ ଏହି ଫୋନ କିଣିଲେ ବହୁତ ସଞ୍ଚୟ କରିପାରିବେ । ଯଦି ଆପଣ iQOO Neo 7 5G କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଜାଣି ରଖନ୍ତୁ ଯେ ଏଥିରେ ୨୯%ର ଡିସକାଉଣ୍ଟ ଦିଆଯାଉଛି ଏବଂ ଡିସକାଉଣ୍ଟ ପରେ ଆପଣ ଏହାକୁ ମାତ୍ର ୨୪,୯୯୯ ଟଙ୍କାରେ କିଣି ପାରିବେ ।

ଡିସପ୍ଲେ: ଏଥିରେ ୧୨୦Hz ର ରିଫ୍ରେସ୍‌ ରେଟ ସହିତ ୬.୭୮ ଇଞ୍ଚର ଫୁଲ୍ HD + AMOLED ଡିସପ୍ଲେ ରହିଛି । ଏହି ଡିସପ୍ଲେ ଗେମିଂ ଏବଂ ଭିଡିଓ ଦେଖିବା ପାଇଁ ବେଷ୍ଟ ହେବ । ଏଥିରେ ମିଡିଆ ଟେକ୍ ଡାଇମେନସିଟି ୮୨୦୦ SoC ଚିପସେଟ ଅଛି ଯାହା ପାଓ୍ଵାରଫୁଲ ଏବଂ ଦମଦାର ରହିଛି । ଏହି ଚିପସେଟ ମଲ୍ଟିଟାସ୍କିଂ ଏବଂ ଗେମିଂ ପାଇଁ ବେଷ୍ଟ ହେବ ।

କ୍ୟାମେରା: ଏଥିରେ ଏକ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ୬୪ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲ ଅଲଟ୍ରାୱାଇଡ କ୍ୟାମେରା ଏବଂ ୨ ମେଗାପିକ୍ସେଲ ମାକ୍ରୋ କ୍ୟାମେରା ସାମିଲ ଅଛି । ଏହି କ୍ୟାମେରା ସେଟଅପ୍ ଭଲ କ୍ୱାଲିଟିର ଫଟୋ ଏବଂ ଭିଡିଓ କ୍ୟାପଚର କରିବାରେ ସାହାଯ୍ୟ କରେ ।

ବ୍ୟାଟେରୀ: ଏଥିରେ ୫୦୦୦ mAh ବ୍ୟାଟେରୀ ଅଛି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ । ଏହି ବ୍ୟାଟେରୀ ୧୨୦ W ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ, ଯାହା ଦ୍ୱାରା ଏହି ବ୍ୟାଟେରୀ ଶୀଘ୍ର ଚାର୍ଜ ହୋଇଯିବ । ଏହା ବ୍ୟତୀତ ଏହି ଫୋନରେ ଇନ୍‌- ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି । ଷ୍ଟେରିଓ ସ୍ପିକର୍‌ ଏବଂ ୫ଜି କନେକ୍ଟିଭିଟି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.