Below header

Telegram ର ନୂଆ ରେକର୍ଡ, ଗୁଗଲ ପ୍ଲେ ଷ୍ଟୋରରୁ ୫୦ କୋଟିରୁ ଉର୍ଦ୍ଧ୍ୱ ଥର ହୋଇଛି ଡାଉନଲୋଡ

ଇନଷ୍ଟାଣ୍ଟ ମେସିଜିଂ ଆପ୍‌ Telegramରେ ୫୦୦ ମିଲିଅନ(୫୦ କୋଟି) ପାର କରିସାରିଛି। ଏହି ଆପ୍‌ ଦୁନିଆରେ ୫୦ କୋଟି ଲୋକ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଟେଲିଗ୍ରାମର ସବୁଠାରୁ ବଡ ରେକର୍ଡ। ରିପୋର୍ଟ ମୁତାବକ, ଗୁଗଲ ପ୍ଲେ ଷ୍ଟୋରରେ ବହୁତ ଗୁଡିଏ ଆପ୍‌ର ଡାଉନଲୋଡକୁ ଏକ ଉପଲବ୍ଧି ଭାବେ ଧରାଯାଏ।

Telegram-app

ସୂଚନାଯୋଗ୍ୟ, ଗୁଗଲ ମେସେଜ ଆପ୍‌ ମଧ୍ୟ ପ୍ଲେ ଷ୍ଟୋରରେ ୧୦୦ କୋଟି ପାର କରିଛି। ଏହା ସହିତ ଓ୍ଵାଟସଆପ୍‌ ମଧ୍ୟ ଡାଉନଲୋଡ ହେବାରେ ୫୦୦ କୋଟି ପାର କରିଛି। ଗତ ମାସରେ ଟେଲିଗ୍ରାମ ୪୦ କୋଟି ଥର ଡାଉନଲୋଡ ହୋଇଥିବା ବେଳେ ଚଳିତ ମାସରେ ଏହା ୧୦ କୋଟିରୁ ଉର୍ଦ୍ଧ୍ୱ ଥର ହାଉନଲୋଡ ହୋଇଛି। ଏହାଛଡା ମେସେଜିଂ ଆପ୍‌ କୋଭିଡ-୧୯ ମଧ୍ୟ ଲଞ୍ଚ ହୋଇଛି। ଏହାଦ୍ୱାରା ମିଥ୍ୟା ଖବର ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। ଏହାଛଡା ଟେଲିଗ୍ରାମରେ ‘corona info’ ନାମରେ ଏକ ସ୍ପେଶାଲ ଚ୍ୟାନେଲ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.