ରାଜ୍ୟ ସୋରରେ ଟ୍ରକ ପିକଅପ୍ ଭ୍ୟାନ ଧକ୍କା ଜଣେ ମୃତ KNews Bureau Jun 15, 2019 0 ସୋର : ୧୬ ନମ୍ବର ଜାତୀୟ ରାଜପଥର ଭଗିଆ ଛକଠାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଏକ କୁକୁଡା ବୋଝେଇ ପିକଅପ୍ ଭ୍ୟାନ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ପିକଅପ୍ ଭ୍ୟାନର ହେଲପର ଥିଲେ।
ରାଜ୍ୟ ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର KNews Bureau Jun 10, 2019 0 ସୋର : ସିମୁଳିଆ ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜାମୁଝାଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାମୁଝାଡି ଠାରେ ଛିଡା ହୋଇଥିବା ଏକ ଟ୍ରକକୁ ଏକ ପିକଅପ୍ ଭ୍ୟାନ ପଛପଟୁ ଧକ୍କା ଦେଇଥିଲା । ଯାହା ଫଳରେ…
ରାଜ୍ୟ ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୁଣ୍ଡ ଛିଣ୍ଡି ପଡିଲା ରାସ୍ତାରେ KNews Bureau Jun 7, 2019 0 ବାଲେଶ୍ୱର : ସୋର ଥାନା ଦହିସଡା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଚାଳକଙ୍କ ନାମ ଶ୍ରୀକାନ୍ତ ନାୟକ ଓ ତାଙ୍କ ଘର ମୁଗୁନୀ ପୁର ଅଞ୍ଚଳରେ ବୋଲି ଜଣା ପଡିଛି। ଶ୍ରୀକାନ୍ତ ନିଜ ବାଇକରେ ଘରକୁ ଫେରୁଥିବା ବେଳେ…
ରାଜ୍ୟ ସୋରରେ ଥମୁନି ସଡ଼କ ଦୁର୍ଘଟଣା, ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଆହତ KNews Bureau May 20, 2019 0 ସୋର (କେନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସୋର-କୁପାରୀ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ରାକେଶ ବେହେରା। ସେ କୁପାରୀ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ…