ସୋରରେ ଟ୍ରକ ପିକଅପ୍ ଭ୍ୟାନ ଧକ୍କା ଜଣେ ମୃତ

ସୋର : ୧୬ ନମ୍ବର ଜାତୀୟ ରାଜପଥର ଭଗିଆ ଛକଠାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଏକ କୁକୁଡା ବୋଝେଇ ପିକଅପ୍ ଭ୍ୟାନ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ପିକଅପ୍ ଭ୍ୟାନର ହେଲପର ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.