Below header

ବିହାର ବାରାହିୟାର ୩୩ ନମ୍ବର ବୁଥରୁ ମତାଧିକାର ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ବିହାର : ବିହାର ବାରାହିୟାର ୩୩ ନମ୍ବର ବୁଥରୁ ମତାଧିକାର ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଯାଇ ସେ ଭୋଟ ଦେଇଛନ୍ତି । ବେଗୁସରାଇ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢୁଛନ୍ତି ଗିରିରାଜ । ଏଠାରୁ ଜେନଏନ୍‌ୟୁର ପୂର୍ବତନ ସଭାପତି କହ୍ନେୟା କୁମାର ସିପିଆଇରୁ ପ୍ରାର୍ଥୀ ଅଛନ୍ତି। ଆରଜେଡିରୁ ପ୍ରାର୍ଥୀ ଅଛନ୍ତି ତନୱିର ହସନ। ବିହାରର ୫ଟି ଆସନରେ ମତାଦାନ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.