ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ପାଳିତ ହେଉଛି ବିଜୟା ଦଶମୀ, ଗତକାଲି ଶେଷ ହୋଇଛି ନବ ଦିନାତ୍ମକ ରଥଯାତ୍ରା

ଯାଜପୁର(କେନ୍ୟୁଜ୍): ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁଠୁ ସହର ସବୁଆଡ଼େ ଚଳଚଞ୍ଚଳ। ନବରାତ୍ର ଅବସରରେ ଆଜି ମୃଣ୍ମୟୀ ପୀଠରେ ମହାନବମୀ ପାଳିତ ହେଉଥିବା ବେଳେ ଶକ୍ତିପୀଠରେ ମହାଦଶମୀ ପାଳିତ ହେଉଛି। ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼। ଗତକାଲି ମାଆଙ୍କ ବିଶ୍ୱପ୍ରସିଦ୍ଧ ନବ ଦିନାତ୍ମକ ରଥଯାତ୍ରା ଶେଷ ହୋଇଛି। ମାଆଙ୍କ ପୀଠରେ ଆଜି ବିଜୟା ଦଶମୀ ପାଳିତ ହେଉଛି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.