ଭଣ୍ଡାରୀପୋଖରୀ ଦମକଳ କେନ୍ଦ୍ର ନିକଟରେ କାର୍‌କୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ, ୫ ଆହତ

ଭଦ୍ରକ(କେନ୍ୟୁଜ୍): କାର୍‌କୁ ଧକ୍କା ଦେଲା ଆଳୁ ବୋଝେଇ ଟ୍ରକ। ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନିକଟ ଦମକଳ କେନ୍ଦ୍ର ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପୁରୀରୁ ଦର୍ଶନ ସାରି ଫେରୁଥିବାବେଳେ ଟ୍ରକଟି ଧକ୍କା ଦେଇଥିଲା। ଆହତ ୫ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.