ଖୋର୍ଦ୍ଧା: ଚିଲିକା ଅଞ୍ଚଳରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ୩ ଗିରଫ, ୧୫ ବାଇକ ଜବତ

ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଜଣ ଗିରଫ । ୧୫ ବାଇକ ଜବତ । ଚିଲିକା ଅଂଚଳରୁ ଏକ ବାଇକ ଚୋରି ଘଟଣାର ତଦନ୍ତ ବେଳେ ପୋଲିସ ଜଣେ ଚୋରକୁ ଧରିଥିଲା । ଏହି ଲୁଟ ଘଟଣାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ଜଣାପଡ଼ିଥିଲା । ଏହାପରେ ପୋଲିସ ବାଣପୁର ଥାନା କୁଲେଇ ଗାଁର ସନ୍ତୋଷ ଜଗଦ୍ଦେବ, ଅଭି ଜୟସିଂ ଓ ସାଗର ହାତୀକୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.