Below header

୨୦୨୦ରେ ଏହି ‘ଟପ୍‌ ୧୦ ସ୍କିମ୍‌’ରେ କରନ୍ତୁ ନିବେଶ, ମିଳିବ ପକ୍କା ରିଟର୍ନ

ନୂଆବର୍ଷରେ ନିବେଶ ପାଇଁ ଭଲ ସାଧନ ଖୋଜିବା ଏକ ମୁସ୍କିଲ କାମ। ପକ୍କା ରିଟର୍ନ ପାଇଁ ଆପଣ ELSS ଫଣ୍ଡସ୍‌, ନ୍ୟାଶନାଲ୍‌ ପେନ୍‌ସନ ସ୍କିମ୍‌, ୟୁଲିପ୍ସ, ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ, ସିନିୟର୍‌ ସିଟିଜେନ୍‌ ସେଭିଙ୍ଗ୍‌ ସ୍କିମ୍‌, ନ୍ୟାଶନାଲ୍‌ ସେଭିଙ୍ଗ୍‌ସ ସାର୍ଟିଫିକେଟ୍‌ସ ଭଳି ସାଧନରେ ନିବେଶ କରି ଭଲ ରିଟର୍ନ ପାଇପାରିବେ। ଆସନ୍ତୁ ନଜର ପକାଇବା ଏହି ସାଧନ ଏବଂ ଏଥିରେ କିଛିବର୍ଷ ଧରି ମିଳୁଥିବା ରିଟର୍ନ ଉପରେ।

e1

୧. ELSS ଫଣ୍ଡସ୍‌

ରିଟର୍ନ: ୧୩.୧୮% (ଗତ ୩ ବର୍ଷର) ରେଟିଙ୍ଗ୍‌: ୫*

୨. ନ୍ୟାଶନାଲ୍‌ ପେନ୍‌ସନ ସ୍କିମ୍‌(NPS)

ରିଟର୍ନ: ୯.୩୩% (ଗତ ୫ ବର୍ଷର) ରେଟିଙ୍ଗ୍‌: ୫*

e5

୩. ୟୁଲିପ୍ସ

ରିଟର୍ନ: ୮.୦୯% (ଗତ ୩ ବର୍ଷର) ରେଟିଙ୍ଗ୍‌: ୪*

୪. ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ (PPF)

ରିଟର୍ନ: ୭.୯% (ଜାନୁୟାରୀ-ମାର୍ଚ୍ଚ ୩ ମାସ) ରେଟିଙ୍ଗ୍‌: ୪*

e7

୫. ସିନିୟର୍‌ ସିଟିଜେନ୍‌ ସେଭିଙ୍ଗ୍‌ ସ୍କିମ୍‌

ସୁଧ ହାର: ୮.୬% (ଜାନୁୟାରୀ-ମାର୍ଚ୍ଚ ୩ ମାସ) ରେଟିଙ୍ଗ୍‌: ୪*

୬. ନ୍ୟାଶନାଲ୍‌ ସେଭିଙ୍ଗ୍‌ସ ସାର୍ଟିଫିକେଟ୍‌ସ (NSC)

ସୁଧ ହାର: ୭.୯% (ଜାନୁୟାରୀ-ମାର୍ଚ୍ଚ ୩ ମାସ) ରେଟିଙ୍ଗ୍‌: ୩*

e88

୭. ସୁକନ୍ୟା ସମୃଦ୍ଧି ଯୋଜନା

ସୁଧ ହାର: ୮.୪% (ଜାନୁୟାରୀ-ମାର୍ଚ୍ଚ ୩ ମାସ) ରେଟିଙ୍ଗ୍‌: ୩*

୮. ଟ୍ୟାକ୍ସ ସେଭିଙ୍ଗ୍‌ ଫିକ୍ସଡ ଡିପୋଜିଟ୍‌

ସୁଧ ହାର: ୬.୫-୭.୬%। ରେଟିଙ୍ଗ୍‌: ୨*

e6

୯. ପେନ୍‌ସନ ପ୍ଲାନ୍‌

ରିଟର୍ନ: ୭.୫-୯% (ଜାନୁୟାରୀ-ମାର୍ଚ୍ଚ ୩ ମାସ) ରେଟିଙ୍ଗ୍‌: ୨*

୧୦. ଲାଇଫ୍‌ ଇନ୍‌ସ୍ୟୁରାନ୍ସ

ସୁଧ ହାର: ୪.୫-୫.୦% (୨୦ ବର୍ଷିଆ ପ୍ଲାନ୍‌ ପାଇଁ) ରେଟିଙ୍ଗ୍‌: ୧*

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.