କରୋନା ଆତଙ୍କ : ଦୋକାନରେ ଅଭାବ ପଡିଲା ମାସ୍କ ଏବଂ ସାନିଟାଇଜର

ଦେଶରେ କରୋନା ଭାଇରସ ବ୍ୟାପିବା ମଧ୍ୟରେ ଦେଶର ରାଜଧାନୀ ଏବଂ ଆଖପାଖ ସହରର ଔଷଧ ଦୋକାନରେ ହ୍ୟାଣ୍ଡ ସାନିଟାଇଜର ଏବଂ ଫେସ୍‌ ମାସ୍କ କିଣିବା ପାଇଁ ଗହଳି ଦେଖିବାକୁ ମିଳିଛି। ଅନେକ ଅଞ୍ଚଳରେ ମଧ୍ୟ ଔଷଧ ଦୋକାନ ଏବଂ ସାନିଟାଇଜର ଏବଂ ମାସ୍କର ଭଣ୍ଡାର ଶେଷ ହୋଇସାରିଛି। ଏଥିସହ ଅନେକ ଦୋକାନରେ ଗତ କିଛି ଦିନ ହେବ ଏହିସବୁ ଜିନିଷର ଅପ୍ରତ୍ୟାଶିତ ବୃଦ୍ଧି କାରଣରୁ ଉତ୍ପାଦକ ଦୋକାନ ମଧ୍ୟ ଯେଯାଗାଇ ପାରୁନାହିଁ।

masksଯେଉଁ ଦୋକାନରେ ମାସ୍କ ଉପଲବ୍ଧ ରହିଛି ତାହା ଦୁଇଗୁଣ ଦାମ୍‌ରେ ବିକ୍ରି କରାଯାଉଛି। ଜଣେ ବିକ୍ରେତାଙ୍କ କହିବାନୁଯାୟୀ, ‘‘ଗତ ଦୁଇ ମାସରେ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ଦାମ୍‌ ସାମାନ୍ୟ ରହିଥିଲା କିନ୍ତୁ ଦିଲ୍ଲୀରେ କରୋନା ଭାଇରସର ମାମଲା ସାମ୍ନାକୁ ଆସିବା ପରେ ଏହି ବସ୍ତୁର ଦାମ୍‌ ଅପ୍ରତ୍ୟାଶିତ ବୃଦ୍ଧି ହୋଇଛି।

Leave A Reply

Your email address will not be published.