ବ୍ରାଜିଲରେ କରୋନା ସଂକ୍ରମିତଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ପ୍ଲେନରେ ଥିବା ସବୁ ଲୋକ ମୃତ

ବ୍ରାଜିଲର ସିଏରା ରାଜ୍ୟରେ କରୋନା ସଂକ୍ରମିତ ଡ଼ାକ୍ତରଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ହୋଇଛି।

crashସୂଚନା ଅନୁଯାୟୀ କୋଭିଡ-୧୯ ସଂକ୍ରମିତ ଡାକ୍ତରଙ୍କୁ ତାଙ୍କ ନିଜ ରାଜ୍ୟ ପିୟାଉରେ ଆଇସିୟୁରେ ଭର୍ତ୍ତି କରାଇବା ପାଇଁ ନେଉଥିଲା ବିମାନ। ତେବେ ଦୁର୍ଘଟଣାଗ୍ରସ୍ତ ବିମାନରେ ପାଇଲଟଙ୍କ ସମେତ ରୋଗୀଙ୍କ ଚିକିତ୍ସା କରୁଥିବା ଚିକିତ୍ସାକର୍ମୀ ମଧ୍ୟ ଥିଲେ।

Leave A Reply

Your email address will not be published.